Browsing Tag

Odisha

ପଂଚାୟତ ନିର୍ବାଚନ : ବିଜ୍ଞପ୍ତି ଦିନଠାରୁ ଲାଗୁ ହେବ ଆଚରଣ ବିଧି

ଭୁବନେଶ୍ୱର- ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ନିର୍ବାଚବ ଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଂଚଳ ବ୍ୟତୀତ ସବୁ ରାଜ୍ୟର ଅନ୍ୟ ଅଂଚଳରେ ଆଦର୍ଶ…

ଜାଡରେ ଥରୁଛି ଓଡିଶା, ଆଗାମୀ ୫ ଦିନ ଜାରି ରହିବ ଶୀତ ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ୯ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୮ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ହୋଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ, ବଲାଙ୍ଗିର, କୋରାପୁଟ, ଫୁଲବାଣୀରେ ତାପମାତ୍ରା ରହିଛି । ଫୁଲବାଣୀ ଓ କୋରାପୁଟରେ…

ଓମିକ୍ରନ ଜନିତ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମର୍ଥ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର-କୋରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମର୍ଥ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ପ୍ରସ୍ତୁତ…

ରାଜ୍ୟରେ ଆଉ ୧୬୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଆଉ ୧୬୯ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୯୭ ଓ ସ୍ଥାନୀୟ ଅଂଚଳରୁ ୭୨ ମାମଲା ରିପୋର୍ଟ ହୋଇଛି ।ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୨୯ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮, ସମ୍ବଲପୁରରୁ ୧୦, କଟକରୁ ୯,…

ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା, ଶତପ୍ରତିଶତ ଲକ୍ଷ୍ୟ ହାସଲରେ ରାଜ୍ୟରେ ପ୍ରଥମ ହେଲା ସମ୍ବଲପୁର

ସମ୍ବଲପୁର : ସଫଳ ପ୍ରଶାସନିକ କାର୍ଯ୍ୟଶୈଳୀର ପରିଣାମ । କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା ହାସଲ କରିଛି ସମ୍ବଲପୁର । ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଶତପ୍ରତିଶତ ଟାର୍ଗେଟ୍ ପୂରଣ କରି ସମ୍ବଲପୁର ସାରା ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ଉଭା ହୋଇଛି । ଆଉ ଏହି ସଫଳତା ପାଇଁ ଅତିରିକ୍ତ…